କ୍ୟାପିଟାଲ ହସ୍ପିଟାଲ୍‌ରେ ୧୦୪ ଷ୍ଟାଫ୍‌ ନର୍ସ ପଦବି ଖାଲି, ଉତ୍କଟ ହେଉଛି ରୋଗୀ ସେବା

ଭୁବନେଶ୍ୱର: ରାଜଧାନୀର ପ୍ରମୁଖ ସରକାରୀ ଡାକ୍ତରଖାନା କ୍ୟାପିଟାଲ ହସ୍ପିଟାଲରେ ଶହେରୁ ଅଧିକ ଷ୍ଟାଫ୍‌ ନର୍ସ ପଦବି ଖାଲି ପଡ଼ିଛି। ମାସେ କି ଦୁଇ ମାସ ନୁହେଁ, ବର୍ଷ ବର୍ଷ ଧରି ଏହି ପଦବି ଖାଲି ରହିଛି। ହସ୍ପିଟାଲରେ ଗୋଟିଏ ପରେ ଗୋଟିଏ ନୂଆ ବିଭାଗ ଖୋଲୁଛି। ମନ୍ତ୍ରୀଙ୍କଠାରୁ ଆରମ୍ଭ କରି ସଚିବ ଓ ସ୍ୱାସ୍ଥ୍ୟ ବିଭାଗର ଉଚ୍ଚପଦସ୍ଥ ଅଧିକାରୀ ହସ୍ପିଟାଲକୁ ଆସୁଛନ୍ତି। ମାତ୍ର ଖାଲି ପଡ଼ିଥିବା କର୍ମଚାରୀଙ୍କ ପଦବି କିଭଳି … Continue reading କ୍ୟାପିଟାଲ ହସ୍ପିଟାଲ୍‌ରେ ୧୦୪ ଷ୍ଟାଫ୍‌ ନର୍ସ ପଦବି ଖାଲି, ଉତ୍କଟ ହେଉଛି ରୋଗୀ ସେବା